24 lines
1.6 KiB
Markdown
24 lines
1.6 KiB
Markdown
|
# Connecting Statement:
|
||
|
|
||
|
ଯୀଶୁ ସେପର୍ଯ୍ୟନ୍ତ କଫର୍ନାହୂମରେ ଅଛନ୍ତି, କିନ୍ତୁ ସେ ବର୍ତ୍ତମାନ ଶିମୋନଙ୍କ ଗୃହରେ ଅଛନ୍ତି, ଯେଉଁଠାରେ ସେ ଶିମୋନଙ୍କ ଶାଶୁଙ୍କୁ ଏବଂ ଅନେକ ଲୋକମାନଙ୍କୁ ସୁସ୍ଥ କରନ୍ତି I
|
||
|
|
||
|
# Then he left
|
||
|
|
||
|
ଏହା ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ I (ଦେଖ: [[rc://*/ta/man/translate/writing-newevent]])
|
||
|
|
||
|
# Simon's mother-in-law
|
||
|
|
||
|
ଶିମୋନଙ୍କ ପତ୍ନୀଙ୍କ ମାତା
|
||
|
|
||
|
# was suffering with
|
||
|
|
||
|
ଏହା ଏକ ଋଢ଼ୋକ୍ତି ଅଟେ ଯାହାର ଅର୍ଥ “ଭୟଙ୍କର ଜ୍ୱର ହୋଇଥିଲା” (ଦେଖ:[[rc://*/ta/man/translate/figs-idiom]])
|
||
|
|
||
|
# a high fever
|
||
|
|
||
|
ଶରୀରର ଚର୍ମ ଅତି ଉତ୍ତପ୍ତ
|
||
|
|
||
|
# pleaded with him on her behalf
|
||
|
|
||
|
ଏହାର ଅର୍ଥ ସେମାନେ ତାଙ୍କୁ ଜ୍ୱରରୁ ସୁସ୍ଥ କରିବା ନିମନ୍ତେ ଯୀଶୁଙ୍କୁ ଅନୁରୋଧ କଲେ I ଏହା ସ୍ପଷ୍ଟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ଅନୁରୋଧ କଲେ ଯେପରି ସେ ତାଙ୍କୁ ଜ୍ୱରରୁ ସୁସ୍ଥ କରିବେ” ବା “ଯୀଶୁଙ୍କୁ ଅନୁରୋଧ କଲେ ଯେପରି ସେ ତାଙ୍କ ରୋଗ ସୁସ୍ଥ କରିବେ” (ଦେଖ: [[rc://*/ta/man/translate/figs-explicit]])
|