or_tn/luk/04/24.md

1.2 KiB

Truly I say to you

ଏହା ନିଶ୍ଚିତ ଭାବରେ ସତ୍ୟ ଅଟେ I ପରବର୍ତ୍ତୀ ଘଟଣାଗୁଡିକ ସମ୍ପର୍କରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ ଅଟେ I

no prophet is received in his hometown

ଯୀଶୁ ଲୋକମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏହି ସର୍ବସାଧାରଣ ମନ୍ତବ୍ୟ ପ୍ରଦାନ କରନ୍ତି I ସେ ଏହାର ଅର୍ଥ ପ୍ରକାଶ କରନ୍ତି ଯେ ସେମାନେ କଫର୍ନାହୂମରେ ତାଙ୍କର ଆଶ୍ଚର୍ଯ୍ୟକର୍ମଗୁଡିକ ସମ୍ପର୍କୀୟ ବିବରଣୀକୁ ବିଶ୍ୱାସ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରୁଛନ୍ତି I ସେମାନେ ଭାବନ୍ତି ଯେ ସେମାନେ ଆଗରୁ ତାଙ୍କ ସମ୍ପର୍କରେ ସବୁ କିଛି ଜାଣନ୍ତି I (ଦେଖ: rc://*/ta/man/translate/writing-proverbs)

his hometown

ନିଜ ଦେଶ ବା “ସ୍ଥାନୀୟ ନଗର” ବା “ଯେଉଁ ନଗରରେ ସେ ବଢିଲେ”