or_tn/luk/04/24.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Truly I say to you
ଏହା ନିଶ୍ଚିତ ଭାବରେ ସତ୍ୟ ଅଟେ I ପରବର୍ତ୍ତୀ ଘଟଣାଗୁଡିକ ସମ୍ପର୍କରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ ଅଟେ I
# no prophet is received in his hometown
ଯୀଶୁ ଲୋକମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏହି ସର୍ବସାଧାରଣ ମନ୍ତବ୍ୟ ପ୍ରଦାନ କରନ୍ତି I ସେ ଏହାର ଅର୍ଥ ପ୍ରକାଶ କରନ୍ତି ଯେ ସେମାନେ କଫର୍ନାହୂମରେ ତାଙ୍କର ଆଶ୍ଚର୍ଯ୍ୟକର୍ମଗୁଡିକ ସମ୍ପର୍କୀୟ ବିବରଣୀକୁ ବିଶ୍ୱାସ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରୁଛନ୍ତି I ସେମାନେ ଭାବନ୍ତି ଯେ ସେମାନେ ଆଗରୁ ତାଙ୍କ ସମ୍ପର୍କରେ ସବୁ କିଛି ଜାଣନ୍ତି I (ଦେଖ: [[rc://*/ta/man/translate/writing-proverbs]])
# his hometown
ନିଜ ଦେଶ ବା “ସ୍ଥାନୀୟ ନଗର” ବା “ଯେଉଁ ନଗରରେ ସେ ବଢିଲେ”