or_tn/luk/04/18.md

2.0 KiB

The Spirit of the Lord is upon me

ପବିତ୍ରଆତ୍ମା ମୋ’ ସହିତ ବିଶେଷ ଭାବରେ ରହିଛନ୍ତି I ଯେତେବେଳେ କେହି ଏହା କହେ, ସେ ଈଶ୍ୱରଙ୍କ ବାକ୍ୟଗୁଡିକ କହିବା ସମ୍ପର୍କରେ ଦାବୀ କରେ I

he anointed me

ପୁରାତନ ନିୟମରେ, ରୀତି ଅନୁସାରେ ଜଣକ ଉପରେ ତୈଳ ଢ଼ଳା ଯାଉଥିଲା ଯେତେବେଳେ ଏକ ବିଶେଷ କାର୍ଯ୍ୟ କରିବା ନିମନ୍ତେ ସେହି ବ୍ୟକ୍ତିଙ୍କୁ କ୍ଷମତା ଏବଂ ଅଧିକାର ପ୍ରଦତ୍ତ ହେଉଥିଲା I ଯୀଶୁ ଏହି ରୂପକକୁ ପବିତ୍ରଆତ୍ମାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ଯିଏ ଏହି କାର୍ଯ୍ୟ କରିବା ନିମନ୍ତେ ତାଙ୍କୁ ପ୍ରସ୍ତୁତ କରିବାକୁ ତାଙ୍କ ଉପରେ ଅଧିଷ୍ଠାନ କରୁଛନ୍ତି I ବିକଳ୍ପ ଅନୁବାଦ: “ମୋତେ ଶକ୍ତିଯୁକ୍ତ କରିବା ନିମନ୍ତେ ପବିତ୍ରଆତ୍ମା ମୋ’ ଉପରେ ଅଧିଷ୍ଠାନ କରିଛନ୍ତି” ବା “ ପବିତ୍ରଆତ୍ମା ମୋତେ କ୍ଷମତା ଏବଂ ଅଧିକାର ଦେଲେ” (ଦେଖ: rc://*/ta/man/translate/figs-metaphor)

the poor

ଦୀନହୀନ ଲୋକମାନେ”

recovery of sight to the blind

ଅନ୍ଧମାନଙ୍କୁ ଦୃଷ୍ଟି ଦେବା ବା “ଅନ୍ଧମାନଙ୍କୁ ପୂନର୍ବାର ଦେଖିପାଇବା ପାଇଁ ସକ୍ଷମ କରିବା”

set free those who are oppressed

ଯେଉଁମାନେ ଉପଦ୍ରବ ପ୍ରାପ୍ତ, ସେମାନଙ୍କୁ ମୁକ୍ତ କରିବା