# The Spirit of the Lord is upon me ପବିତ୍ରଆତ୍ମା ମୋ’ ସହିତ ବିଶେଷ ଭାବରେ ରହିଛନ୍ତି I ଯେତେବେଳେ କେହି ଏହା କହେ, ସେ ଈଶ୍ୱରଙ୍କ ବାକ୍ୟଗୁଡିକ କହିବା ସମ୍ପର୍କରେ ଦାବୀ କରେ I # he anointed me ପୁରାତନ ନିୟମରେ, ରୀତି ଅନୁସାରେ ଜଣକ ଉପରେ ତୈଳ ଢ଼ଳା ଯାଉଥିଲା ଯେତେବେଳେ ଏକ ବିଶେଷ କାର୍ଯ୍ୟ କରିବା ନିମନ୍ତେ ସେହି ବ୍ୟକ୍ତିଙ୍କୁ କ୍ଷମତା ଏବଂ ଅଧିକାର ପ୍ରଦତ୍ତ ହେଉଥିଲା I ଯୀଶୁ ଏହି ରୂପକକୁ ପବିତ୍ରଆତ୍ମାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ଯିଏ ଏହି କାର୍ଯ୍ୟ କରିବା ନିମନ୍ତେ ତାଙ୍କୁ ପ୍ରସ୍ତୁତ କରିବାକୁ ତାଙ୍କ ଉପରେ ଅଧିଷ୍ଠାନ କରୁଛନ୍ତି I ବିକଳ୍ପ ଅନୁବାଦ: “ମୋତେ ଶକ୍ତିଯୁକ୍ତ କରିବା ନିମନ୍ତେ ପବିତ୍ରଆତ୍ମା ମୋ’ ଉପରେ ଅଧିଷ୍ଠାନ କରିଛନ୍ତି” ବା “ ପବିତ୍ରଆତ୍ମା ମୋତେ କ୍ଷମତା ଏବଂ ଅଧିକାର ଦେଲେ” (ଦେଖ: [[rc://*/ta/man/translate/figs-metaphor]]) # the poor ଦୀନହୀନ ଲୋକମାନେ” # recovery of sight to the blind ଅନ୍ଧମାନଙ୍କୁ ଦୃଷ୍ଟି ଦେବା ବା “ଅନ୍ଧମାନଙ୍କୁ ପୂନର୍ବାର ଦେଖିପାଇବା ପାଇଁ ସକ୍ଷମ କରିବା” # set free those who are oppressed ଯେଉଁମାନେ ଉପଦ୍ରବ ପ୍ରାପ୍ତ, ସେମାନଙ୍କୁ ମୁକ୍ତ କରିବା