or_tn/luk/04/02.md

1.4 KiB

where for forty days he was tempted

ଅଧିକାଂଶ ଅନୁବାଦଗୁଡିକ କହନ୍ତି ଯେ ଚାଳିଶ ଦିନ ସାରା ଏହି ପରୀକ୍ଷା ଲାଗି ରହିଥିଲା I UST ଏହାକୁ ସ୍ପଷ୍ଟ କରିବା ନିମନ୍ତେ ବ୍ୟକ୍ତ କରେ ଯେ “ ସେ ସେଠାରେ ଥିବାବେଳେ, ଶୟତାନ ତାଙ୍କୁ ପରୀକ୍ଷା କରିବାରେ ଲାଗି ରହିଥିଲା I

forty days

40 ଦିନ (ଦେଖ: rc://*/ta/man/translate/translate-numbers)

where he was tempted by the devil

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ, ଏବଂ ତୁମେ ସ୍ପଷ୍ଟ କରିପାରିବ ଯେ ଶୟତାନ ତାଙ୍କୁ ପରୀକ୍ଷା କରିବା ଦ୍ୱାରା ସେ କ’ଣ କରନ୍ତୁ ବୋଲି ଚାହୁଁଥିଲା I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ଅବାଧ୍ୟ ହେବା ନିମନ୍ତେ ଶୟତାନ ତାଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କଲା” (ଦେଖ: [[rc:///ta/man/translate/figs-activepassive]] ଏବଂ [[rc:///ta/man/translate/figs-explicit]])

He did not eat anything

“ସେ” ଶବ୍ଦ ଯୀଶୁଙ୍କୁ ସୂଚାଇ ଥାଏ I