or_tn/luk/04/02.md

16 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# where for forty days he was tempted
ଅଧିକାଂଶ ଅନୁବାଦଗୁଡିକ କହନ୍ତି ଯେ ଚାଳିଶ ଦିନ ସାରା ଏହି ପରୀକ୍ଷା ଲାଗି ରହିଥିଲା I UST ଏହାକୁ ସ୍ପଷ୍ଟ କରିବା ନିମନ୍ତେ ବ୍ୟକ୍ତ କରେ ଯେ “ ସେ ସେଠାରେ ଥିବାବେଳେ, ଶୟତାନ ତାଙ୍କୁ ପରୀକ୍ଷା କରିବାରେ ଲାଗି ରହିଥିଲା I
# forty days
40 ଦିନ (ଦେଖ: [[rc://*/ta/man/translate/translate-numbers]])
# where he was tempted by the devil
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ, ଏବଂ ତୁମେ ସ୍ପଷ୍ଟ କରିପାରିବ ଯେ ଶୟତାନ ତାଙ୍କୁ ପରୀକ୍ଷା କରିବା ଦ୍ୱାରା ସେ କ’ଣ କରନ୍ତୁ ବୋଲି ଚାହୁଁଥିଲା I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ଅବାଧ୍ୟ ହେବା ନିମନ୍ତେ ଶୟତାନ ତାଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କଲା” (ଦେଖ: [[rc://*/ta/man/translate/figs-activepassive]] ଏବଂ [[rc://*/ta/man/translate/figs-explicit]])
# He did not eat anything
“ସେ” ଶବ୍ଦ ଯୀଶୁଙ୍କୁ ସୂଚାଇ ଥାଏ I