or_tn/luk/03/11.md

774 B

he answered and said to them

ସେମାନଙ୍କୁ ଉତ୍ତର ଦେଲେ, କହିଲେ ବା “ସେମାନଙ୍କୁ ଉତ୍ତର ଦେଲେ” ବା “କହିଲେ”

should do the same

ବଳକା ଖାଦ୍ୟ ବାଣ୍ଟି ଦିଅ, ଠିକ ଯେପରି ତୁମ୍ଭେମାନେ ବଳକା ଚୋଗା ବାଣ୍ଟିଥାଅ I ଏହା ଅଭାବୀ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ବିଷୟକୁ ପୂନଃ ଉଲ୍ଲେଖ କରିଥାଏ I ବିକଳ୍ପ ଅନୁବାଦ: “ଯାହାର କିଛି ନାହିଁ, ତାହାକୁ ଖାଦ୍ୟ ପ୍ରଦାନ କର” (ଦେଖ: rc://*/ta/man/translate/figs-ellipsis)