or_tn/luk/03/11.md

8 lines
774 B
Markdown
Raw Permalink Normal View History

2020-11-19 00:15:53 +00:00
# he answered and said to them
ସେମାନଙ୍କୁ ଉତ୍ତର ଦେଲେ, କହିଲେ ବା “ସେମାନଙ୍କୁ ଉତ୍ତର ଦେଲେ” ବା “କହିଲେ”
# should do the same
ବଳକା ଖାଦ୍ୟ ବାଣ୍ଟି ଦିଅ, ଠିକ ଯେପରି ତୁମ୍ଭେମାନେ ବଳକା ଚୋଗା ବାଣ୍ଟିଥାଅ I ଏହା ଅଭାବୀ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ବିଷୟକୁ ପୂନଃ ଉଲ୍ଲେଖ କରିଥାଏ I ବିକଳ୍ପ ଅନୁବାଦ: “ଯାହାର କିଛି ନାହିଁ, ତାହାକୁ ଖାଦ୍ୟ ପ୍ରଦାନ କର” (ଦେଖ: [[rc://*/ta/man/translate/figs-ellipsis]])