or_tn/luk/03/04.md

3.0 KiB

General Information:

ଲେଖକ ଲୂକ, ବାପ୍ତିଜକ ଯୋହନଙ୍କ ସମ୍ପର୍କରେ ଏକ ପାଠ୍ୟାଂଶ ଯିଶାଇୟ ଭାବବାଦୀଙ୍କଠାରୁ ଉଦ୍ଧୃତ କରନ୍ତି I

As it is written in the book of the words of Isaiah the prophet

ଏହି ବାକ୍ୟଗୁଡିକ ଯିଶାଇୟ ଭାବବାଦୀଙ୍କଠାରୁ ଏକ ଉଦ୍ଧୃତ ଅଂଶର ପରିଚୟ ପ୍ରଦାନ କରେ I ସେଗୁଡିକ ସକ୍ରିୟ ରୂପରେ ପ୍ରକାଶ କରାଯାଇପାରିବ, ଏବଂ ହଜିଯାଇଥିବା ଶବ୍ଦଗୁଡିକୁ ଯୋଗାଇ ଦିଆଯାଇ ପାରିବ I ବିକଳ୍ପ ଅନୁବାଦ: “ଏହା ଘଟିଲା, ଯେପରି ଯିଶାଇୟ ଭାବବାଦୀ ତାଙ୍କ ପୁସ୍ତକରେ ଲେଖିଥିଲେ ଯହିଁରେ ତାଙ୍କର ବାକ୍ୟଗୁଡିକ ସମ୍ମିଳିତ ଥିଲା” କିମ୍ବା “ ଯୋହନ ସେହି ସମ୍ବାଦକୁ ସଫଳ କଲେ ଯାହା ଯିଶାଇୟ ଭାବବାଦୀ ନିଜ ପୁସ୍ତକରେ ଲେଖିଥିଲେ” (ଦେଖ:[[rc:///ta/man/translate/figs-activepassive]] ଓ [[rc:///ta/man/translate/figs-ellipsis]])

A voice of one calling out in the wilderness

ଏହାକୁ ଏକ ବାକ୍ୟ ଭାବରେ ପ୍ରକାଶ କରାଯାଇପାରେ I ବିକଳ୍ପ ଅନୁବାଦ: “ପ୍ରାନ୍ତରରେ ଆହ୍ୱାନ କରୁଥିବା ଜଣକର ସ୍ୱର ଶୁଣାଯାଉଛି” ବା “ସେମାନେ ପ୍ରାନ୍ତରରେ ଆହ୍ୱାନ କରୁଥିବା ଜଣକର ସ୍ୱର ଶୁଣିଲେ”

Make ready the way of the Lord, make his paths straight

ଦ୍ବିତୀୟ ଆଜ୍ଞା ବ୍ୟାଖ୍ୟା କରେ ବା ଅଧିକ ବିଶଦ ଭାବରେ ପ୍ରଥମଟି ସହିତ ଯୋଗ କରେ I

Make ready the way of the Lord

ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କରି ରଖ I ପ୍ରଭୁଙ୍କ ଆସିବା ସମୟରେ ତାଙ୍କ ସମ୍ବାଦ ଶୁଣିବା ନିମନ୍ତେ ପ୍ରସ୍ତୁତ ହେବା ବିଷୟରେ ଏହା ଜଣାଏ I ଲୋକମାନେ ଆପଣାମାନଙ୍କ ପାପସବୁ ନିମନ୍ତେ ମନପରିବର୍ତ୍ତନ କରିବା ଦ୍ବାରା ଏହା କରନ୍ତି I ବିକଳ୍ପ ଅନୁବାଦ: “ତାଙ୍କ ଆଗମନ ସମୟରେ ପ୍ରଭୁଙ୍କ ସମ୍ବାଦ ଶୁଣିବା ନିମନ୍ତେ ପ୍ରସ୍ତୁତ ହୁଅ” ବା ""ପ୍ରଭୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ହୋଇଥାଅ” (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-explicit]])

the way

ପଥ ବା “ରାସ୍ତା”