or_tn/luk/03/04.md

24 lines
3.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଲେଖକ ଲୂକ, ବାପ୍ତିଜକ ଯୋହନଙ୍କ ସମ୍ପର୍କରେ ଏକ ପାଠ୍ୟାଂଶ ଯିଶାଇୟ ଭାବବାଦୀଙ୍କଠାରୁ ଉଦ୍ଧୃତ କରନ୍ତି I
# As it is written in the book of the words of Isaiah the prophet
ଏହି ବାକ୍ୟଗୁଡିକ ଯିଶାଇୟ ଭାବବାଦୀଙ୍କଠାରୁ ଏକ ଉଦ୍ଧୃତ ଅଂଶର ପରିଚୟ ପ୍ରଦାନ କରେ I ସେଗୁଡିକ ସକ୍ରିୟ ରୂପରେ ପ୍ରକାଶ କରାଯାଇପାରିବ, ଏବଂ ହଜିଯାଇଥିବା ଶବ୍ଦଗୁଡିକୁ ଯୋଗାଇ ଦିଆଯାଇ ପାରିବ I ବିକଳ୍ପ ଅନୁବାଦ: “ଏହା ଘଟିଲା, ଯେପରି ଯିଶାଇୟ ଭାବବାଦୀ ତାଙ୍କ ପୁସ୍ତକରେ ଲେଖିଥିଲେ ଯହିଁରେ ତାଙ୍କର ବାକ୍ୟଗୁଡିକ ସମ୍ମିଳିତ ଥିଲା” କିମ୍ବା “ ଯୋହନ ସେହି ସମ୍ବାଦକୁ ସଫଳ କଲେ ଯାହା ଯିଶାଇୟ ଭାବବାଦୀ ନିଜ ପୁସ୍ତକରେ ଲେଖିଥିଲେ” (ଦେଖ:[[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-ellipsis]])
# A voice of one calling out in the wilderness
ଏହାକୁ ଏକ ବାକ୍ୟ ଭାବରେ ପ୍ରକାଶ କରାଯାଇପାରେ I ବିକଳ୍ପ ଅନୁବାଦ: “ପ୍ରାନ୍ତରରେ ଆହ୍ୱାନ କରୁଥିବା ଜଣକର ସ୍ୱର ଶୁଣାଯାଉଛି” ବା “ସେମାନେ ପ୍ରାନ୍ତରରେ ଆହ୍ୱାନ କରୁଥିବା ଜଣକର ସ୍ୱର ଶୁଣିଲେ”
# Make ready the way of the Lord, make his paths straight
ଦ୍ବିତୀୟ ଆଜ୍ଞା ବ୍ୟାଖ୍ୟା କରେ ବା ଅଧିକ ବିଶଦ ଭାବରେ ପ୍ରଥମଟି ସହିତ ଯୋଗ କରେ I
# Make ready the way of the Lord
ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କରି ରଖ I ପ୍ରଭୁଙ୍କ ଆସିବା ସମୟରେ ତାଙ୍କ ସମ୍ବାଦ ଶୁଣିବା ନିମନ୍ତେ ପ୍ରସ୍ତୁତ ହେବା ବିଷୟରେ ଏହା ଜଣାଏ I ଲୋକମାନେ ଆପଣାମାନଙ୍କ ପାପସବୁ ନିମନ୍ତେ ମନପରିବର୍ତ୍ତନ କରିବା ଦ୍ବାରା ଏହା କରନ୍ତି I ବିକଳ୍ପ ଅନୁବାଦ: “ତାଙ୍କ ଆଗମନ ସମୟରେ ପ୍ରଭୁଙ୍କ ସମ୍ବାଦ ଶୁଣିବା ନିମନ୍ତେ ପ୍ରସ୍ତୁତ ହୁଅ” ବା ""ପ୍ରଭୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ହୋଇଥାଅ” (ଦେଖ: [[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-explicit]])
# the way
ପଥ ବା “ରାସ୍ତା”