or_tn/luk/03/03.md

1.3 KiB

preaching a baptism of repentance

ଭାବ ପ୍ରକାଶକ ଶବ୍ଦଗୁଡିକ “ବାପ୍ତିସ୍ମ” ଓ “ମନଫେରଣ”କୁ କାର୍ଯ୍ୟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଏବଂ ସେ ପ୍ରଚାର କଲେ ଯେ ଲୋକମାନେ ଯେ ମନପରିବର୍ତ୍ତନ କରୁଛନ୍ତି ତାହା ଦର୍ଶାଇବା ନିମନ୍ତେ ସେମାନେ ବାପ୍ତିଜିତ ହେବା ଉଚିତ” (ଦେଖ: rc://*/ta/man/translate/figs-abstractnouns )

for the forgiveness of sins

ସେମାନେ ମନପରିବର୍ତ୍ତନ କରିବେ ଯେପରି ଈଶ୍ୱର ସେମାନଙ୍କର ପାପସବୁ କ୍ଷମା କରିବେ I ଏହି ଭାବପ୍ରକାଶକ ଶବ୍ଦ “ପାପକ୍ଷମା”କୁ ଏକ କାର୍ଯ୍ୟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେପରି ସେମାନଙ୍କ ପାପସବୁ କ୍ଷମା ହେବ” ବା “ଈଶ୍ୱର ସେମାନଙ୍କର ପାପସବୁ କ୍ଷମା କରିବେ” (ଦେଖ: rc://*/ta/man/translate/figs-abstractnouns )