or_tn/luk/03/03.md

8 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# preaching a baptism of repentance
ଭାବ ପ୍ରକାଶକ ଶବ୍ଦଗୁଡିକ “ବାପ୍ତିସ୍ମ” ଓ “ମନଫେରଣ”କୁ କାର୍ଯ୍ୟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଏବଂ ସେ ପ୍ରଚାର କଲେ ଯେ ଲୋକମାନେ ଯେ ମନପରିବର୍ତ୍ତନ କରୁଛନ୍ତି ତାହା ଦର୍ଶାଇବା ନିମନ୍ତେ ସେମାନେ ବାପ୍ତିଜିତ ହେବା ଉଚିତ” (ଦେଖ: [[rc://*/ta/man/translate/figs-abstractnouns]] )
# for the forgiveness of sins
ସେମାନେ ମନପରିବର୍ତ୍ତନ କରିବେ ଯେପରି ଈଶ୍ୱର ସେମାନଙ୍କର ପାପସବୁ କ୍ଷମା କରିବେ I ଏହି ଭାବପ୍ରକାଶକ ଶବ୍ଦ “ପାପକ୍ଷମା”କୁ ଏକ କାର୍ଯ୍ୟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେପରି ସେମାନଙ୍କ ପାପସବୁ କ୍ଷମା ହେବ” ବା “ଈଶ୍ୱର ସେମାନଙ୍କର ପାପସବୁ କ୍ଷମା କରିବେ” (ଦେଖ: [[rc://*/ta/man/translate/figs-abstractnouns]] )