or_tn/luk/02/51.md

12 lines
771 B
Markdown

# Then he went down with them
ମରିୟମ ଏବଂ ଯୋଷେଫଙ୍କ ସହିତ ଯୀଶୁ ଗୃହକୁ ବାହୁଡି ଗଲେ I
# was obedient to them
ସେମାନଙ୍କ ବଶୀଭୂତ ହେଲେ ବା “ସର୍ବଦା ସେମାନଙ୍କର ବାଧ୍ୟ ହେଉଥିଲେ”
# treasured all these things in her heart
ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଅନ୍ତରସ୍ଥ ବ୍ୟକ୍ତିତ୍ଵକୁ ବୁଝାଏ I ବିକଳ୍ପ ଅନୁବାଦ: “ ଯତ୍ନପୂର୍ବକ ଏହି ସମସ୍ତ ବିଷୟଗୁଡିକୁ ସ୍ମରଣରେ ରଖିଲେ” (ଦେଖ: [[rc://*/ta/man/translate/figs-metonymy]] )