or_tn/luk/02/51.md

771 B

Then he went down with them

ମରିୟମ ଏବଂ ଯୋଷେଫଙ୍କ ସହିତ ଯୀଶୁ ଗୃହକୁ ବାହୁଡି ଗଲେ I

was obedient to them

ସେମାନଙ୍କ ବଶୀଭୂତ ହେଲେ ବା “ସର୍ବଦା ସେମାନଙ୍କର ବାଧ୍ୟ ହେଉଥିଲେ”

treasured all these things in her heart

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଅନ୍ତରସ୍ଥ ବ୍ୟକ୍ତିତ୍ଵକୁ ବୁଝାଏ I ବିକଳ୍ପ ଅନୁବାଦ: “ ଯତ୍ନପୂର୍ବକ ଏହି ସମସ୍ତ ବିଷୟଗୁଡିକୁ ସ୍ମରଣରେ ରଖିଲେ” (ଦେଖ: rc://*/ta/man/translate/figs-metonymy )