or_tn/luk/02/32.md

1.9 KiB

A light for revelation to the Gentiles

ଏହି ରୂପକର ଅର୍ଥ ଏହି ଯେ ଶିଶୁଟି ଲୋକମାନଙ୍କୁ ଈଶ୍ୱରଙ୍କ ଇଚ୍ଛା ବୁଝିବା ନିମନ୍ତେ ସାହାଯ୍ୟ କରିବ I ବିଜାତୀୟମାନେ ଈଶ୍ୱରଙ୍କ ଇଚ୍ଛା ବୁଝିବା ସମ୍ପର୍କରେ କୁହାଯାଏ, ସତେ ଯେପରି ଏକ ସଘନ ବସ୍ତୁକୁ ଦେଖିବା ନିମନ୍ତେ ଲୋକମାନେ ଏକ ବାହ୍ୟିକ ଭୌତିକ ଆଲୋକ ବ୍ୟବହାର କରନ୍ତି I ତୁମକୁ ସ୍ପଷ୍ଟ ଭାବରେ କହିବା ଆବଶ୍ୟକ ଯେ ବିଜାତୀୟମାନେ କେଉଁ ବିଷୟକୁ ଦେଖିବେ I ବିକଳ୍ପ ଅନୁବାଦ: “ଏହି ଶିଶୁ ବିଜାତୀୟମାନଙ୍କୁ ଈଶ୍ୱରଙ୍କ ଇଚ୍ଛାକୁ ବୁଝିବା ନିମନ୍ତେ ସାହାଯ୍ୟ କରିବ ଯେପରି ଜ୍ୟୋତିଃ ଲୋକମାନଙ୍କୁ ସ୍ପଷ୍ଟ ଭାବରେ ଦେଖିବାକୁ ଦେଇଥାଏ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-explicit]] )

for revelation

କ’ଣ ପ୍ରକାଶିତ କରିବାକୁ ହେବ ତାହା ଉଲ୍ଲେଖ କରିବା ହୁଏତ ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ତାହା ଈଶ୍ୱରଙ୍କ ସତ୍ୟ ପ୍ରକାଶିତ କରିବ” (ଦେଖ: rc://*/ta/man/translate/figs-explicit )

glory to your people Israel

ତୁମ୍ଭର ଲୋକ ଇସ୍ରାଏଲମାନଙ୍କ ନିମନ୍ତେ ଗୌରବ ଆଣିବା ସକାଶେ ସେ କାରଣସ୍ୱରୂପ ହେବ I