or_tn/luk/02/32.md

12 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# A light for revelation to the Gentiles
ଏହି ରୂପକର ଅର୍ଥ ଏହି ଯେ ଶିଶୁଟି ଲୋକମାନଙ୍କୁ ଈଶ୍ୱରଙ୍କ ଇଚ୍ଛା ବୁଝିବା ନିମନ୍ତେ ସାହାଯ୍ୟ କରିବ I ବିଜାତୀୟମାନେ ଈଶ୍ୱରଙ୍କ ଇଚ୍ଛା ବୁଝିବା ସମ୍ପର୍କରେ କୁହାଯାଏ, ସତେ ଯେପରି ଏକ ସଘନ ବସ୍ତୁକୁ ଦେଖିବା ନିମନ୍ତେ ଲୋକମାନେ ଏକ ବାହ୍ୟିକ ଭୌତିକ ଆଲୋକ ବ୍ୟବହାର କରନ୍ତି I ତୁମକୁ ସ୍ପଷ୍ଟ ଭାବରେ କହିବା ଆବଶ୍ୟକ ଯେ ବିଜାତୀୟମାନେ କେଉଁ ବିଷୟକୁ ଦେଖିବେ I ବିକଳ୍ପ ଅନୁବାଦ: “ଏହି ଶିଶୁ ବିଜାତୀୟମାନଙ୍କୁ ଈଶ୍ୱରଙ୍କ ଇଚ୍ଛାକୁ ବୁଝିବା ନିମନ୍ତେ ସାହାଯ୍ୟ କରିବ ଯେପରି ଜ୍ୟୋତିଃ ଲୋକମାନଙ୍କୁ ସ୍ପଷ୍ଟ ଭାବରେ ଦେଖିବାକୁ ଦେଇଥାଏ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-explicit]] )
# for revelation
କ’ଣ ପ୍ରକାଶିତ କରିବାକୁ ହେବ ତାହା ଉଲ୍ଲେଖ କରିବା ହୁଏତ ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ତାହା ଈଶ୍ୱରଙ୍କ ସତ୍ୟ ପ୍ରକାଶିତ କରିବ” (ଦେଖ: [[rc://*/ta/man/translate/figs-explicit]] )
# glory to your people Israel
ତୁମ୍ଭର ଲୋକ ଇସ୍ରାଏଲମାନଙ୍କ ନିମନ୍ତେ ଗୌରବ ଆଣିବା ସକାଶେ ସେ କାରଣସ୍ୱରୂପ ହେବ I