or_tn/luk/02/29.md

12 lines
786 B
Markdown

# Now let your servant depart in peace
ମୁଁ ତୁମ୍ଭର ଦାସ ଅଟେ; ମୋତେ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦିଅ I ଶିମୀୟୋନ ଆପଣାକୁ ଇଙ୍ଗିତ କରୁଥିଲେ I
# let ... depart
“ମୃତ୍ୟୁବରଣ” ଏକ ଶବ୍ଦବହୁଳ ଭାବରେ ବ୍ୟାଖ୍ୟାନ ଅଟେ (ଦେଖ: [[rc://*/ta/man/translate/figs-euphemism]])
# according to your word
ଏଠାରେ “ପ୍ରତିଜ୍ଞା” ଏକ ଲକ୍ଷଣସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭେ ଯେପରି ପ୍ରତିଜ୍ଞା କରିଥିଲ” (ଦେଖ: [[rc://*/ta/man/translate/figs-metonymy]] )