or_tn/luk/02/29.md

786 B

Now let your servant depart in peace

ମୁଁ ତୁମ୍ଭର ଦାସ ଅଟେ; ମୋତେ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦିଅ I ଶିମୀୟୋନ ଆପଣାକୁ ଇଙ୍ଗିତ କରୁଥିଲେ I

let ... depart

“ମୃତ୍ୟୁବରଣ” ଏକ ଶବ୍ଦବହୁଳ ଭାବରେ ବ୍ୟାଖ୍ୟାନ ଅଟେ (ଦେଖ: rc://*/ta/man/translate/figs-euphemism)

according to your word

ଏଠାରେ “ପ୍ରତିଜ୍ଞା” ଏକ ଲକ୍ଷଣସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭେ ଯେପରି ପ୍ରତିଜ୍ଞା କରିଥିଲ” (ଦେଖ: rc://*/ta/man/translate/figs-metonymy )