or_tn/luk/02/22.md

16 lines
1.6 KiB
Markdown

# when the days of their purification had passed
ଏହି ନୂତନ ଘଟଣା ପୂର୍ବରୁ ବିତିଯାଉଥିବା ସମୟ ସମ୍ପର୍କରେ ଏହା ଦର୍ଶାଏ I (ଦେଖ: [[rc://*/ta/man/translate/writing-newevent]] )
# the days of their purification
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଯେତିକି ଦିନ ନିର୍ଦ୍ଧାରିତ କରିଥିଲେ”(ଦେଖ: [[rc://*/ta/man/translate/figs-activepassive]] )
# of their purification
ବିଧି ଅନୁସାରେ ସେମାନଙ୍କୁ ଶୁଚି ହେବା ନିମନ୍ତେ I ତୁମେ ଈଶ୍ବରଙ୍କ ଭୂମିକାକୁ ମଧ୍ୟ ଉଲ୍ଲେଖ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ସେମାନଙ୍କୁ ପୂନର୍ବାର ଶୁଚି ବିବେଚନା କରିବା ନିମନ୍ତେ” (ଦେଖ: [[rc://*/ta/man/translate/figs-explicit]])
# to present him to the Lord
ତାଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବା ନିମନ୍ତେ ବା “ତାଙ୍କୁ ପ୍ରଭୁଙ୍କ ଉପସ୍ଥିତି ମଧ୍ୟକୁ ଆଣିବା ନିମନ୍ତେ I” ପ୍ରଥମଜାତ ପୁରୁଷ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ ଦାବୀକୁ ସ୍ୱୀକାର କରିବା ନିମନ୍ତେ ଏହା ଏକ ବିଧି ଥିଲା I