or_tn/luk/02/06.md

20 lines
1.1 KiB
Markdown

# General Information:
UST ଏହି ପଦଗୁଡିକୁ ଏକ ପଦର ସେତୁରେ ପୂନଃବିନ୍ୟାସ କରେ ଯେପରି ସେମାନେ ବାସ କରିଥିବା ସ୍ଥାନର ବିଶଦ ବିବରଣସବୁ ଏକାଠି ରଖାଯାଇପାରିବ I (ଦେଖ: [[rc://*/ta/man/translate/translate-versebridge]] )
# Connecting Statement:
ଏହା ଯୀଶୁଙ୍କ ଜନ୍ମ ବିଷୟ ଓ ମେଷପାଳକମାନଙ୍କ ପ୍ରତି ଦୂତମାନଙ୍କ ଦ୍ୱାରା ଘୋଷଣା ବିଷୟ କୁହେ I
# Now it came about that
ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଘଟଣାର ଆରମ୍ଭ ବିଷୟରେ ଚିହ୍ନିତ କରେ (ଦେଖ: [[rc://*/ta/man/translate/writing-newevent]] )
# while they were there
ଯେତେବେଳେ ମରିୟମ ଓ ଯୋଷେଫ ବେଥଲିହିମରେ ଥିଲେ
# the time came for the birth of her baby
ତାଙ୍କର ସନ୍ତାନ ପ୍ରସବ କରିବା ସମୟ ଉପସ୍ଥିତ ହେଲା