or_tn/luk/02/06.md

1.1 KiB

General Information:

UST ଏହି ପଦଗୁଡିକୁ ଏକ ପଦର ସେତୁରେ ପୂନଃବିନ୍ୟାସ କରେ ଯେପରି ସେମାନେ ବାସ କରିଥିବା ସ୍ଥାନର ବିଶଦ ବିବରଣସବୁ ଏକାଠି ରଖାଯାଇପାରିବ I (ଦେଖ: rc://*/ta/man/translate/translate-versebridge )

Connecting Statement:

ଏହା ଯୀଶୁଙ୍କ ଜନ୍ମ ବିଷୟ ଓ ମେଷପାଳକମାନଙ୍କ ପ୍ରତି ଦୂତମାନଙ୍କ ଦ୍ୱାରା ଘୋଷଣା ବିଷୟ କୁହେ I

Now it came about that

ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଘଟଣାର ଆରମ୍ଭ ବିଷୟରେ ଚିହ୍ନିତ କରେ (ଦେଖ: rc://*/ta/man/translate/writing-newevent )

while they were there

ଯେତେବେଳେ ମରିୟମ ଓ ଯୋଷେଫ ବେଥଲିହିମରେ ଥିଲେ

the time came for the birth of her baby

ତାଙ୍କର ସନ୍ତାନ ପ୍ରସବ କରିବା ସମୟ ଉପସ୍ଥିତ ହେଲା