16 lines
1.7 KiB
Markdown
16 lines
1.7 KiB
Markdown
# General Information:
|
|
|
|
UST ଏହି ଦୁଇଟି ପଦକୁ ଏକ ପଦର ସେତୁରେ ପୂନଃବିନ୍ୟାସ କରେ ଯେପରି ସହଜରେ ବାକ୍ୟଗୁଡିକୁ କ୍ଷୁଦ୍ରତର କରିହେବ I (ଦେଖ: [[rc://*/ta/man/translate/translate-versebridge]])
|
|
|
|
# Joseph also
|
|
|
|
ଏହା କାହାଣୀରେ ଯୋଷେଫଙ୍କୁ ଏକ ନୂତନ ଅଂଶଗ୍ରହଣକାରୀ ଭାବରେ ପରିଚୟ ପ୍ରଦାନ କରେ I (ଦେଖ: [[rc://*/ta/man/translate/writing-participants]] )
|
|
|
|
# to the city of David which is called Bethlehem
|
|
|
|
“ଦାଉଦଙ୍କ ନଗର” ପଦଟି ବେଥଲିହିମର ନାମ ଥିଲା, ଯାହା କୁହେ ଯେ କାହିଁକି ବେଥଲିହିମ ମହତ୍ତ୍ଵପୂର୍ଣ୍ଣ ଥିଲା I ଯଦିଓ ଏହା ଏକ କ୍ଷୁଦ୍ର ସହର ଥିଲା, ରାଜା ଦାଉଦ ସେଠାରେ ଜନ୍ମଗ୍ରହଣ କରିଥିଲେ, ଏବଂ ଗୋଟିଏ ଭାବବାଣୀ ରହିଥିଲା ଯେ ମଶୀହ ସେଠାରେ ଜନ୍ମଗ୍ରହଣ କରିବେ I ବିକଳ୍ପ ଅନୁବାଦ: “ରାଜା ଦାଉଦଙ୍କ ନଗରୀ, ବେଥଲିହିମ ପ୍ରତି ” ବା “ଯେଉଁ ସହରରେ ରାଜା ଦାଉଦ ଜାତ ହୋଇଥିଲେ ସେହି ବେଥଲିହିମ ପ୍ରତି ” (ଦେଖ:[[rc://*/ta/man/translate/figs-explicit]])
|
|
|
|
# because he was of the house and family line of David
|
|
|
|
କାରଣ ଯୋଷେଫ ଦାଉଦଙ୍କ ଜଣେ ବଂଶଧର ଥିଲେ
|