or_tn/luk/02/04.md

1.7 KiB

General Information:

UST ଏହି ଦୁଇଟି ପଦକୁ ଏକ ପଦର ସେତୁରେ ପୂନଃବିନ୍ୟାସ କରେ ଯେପରି ସହଜରେ ବାକ୍ୟଗୁଡିକୁ କ୍ଷୁଦ୍ରତର କରିହେବ I (ଦେଖ: rc://*/ta/man/translate/translate-versebridge)

Joseph also

ଏହା କାହାଣୀରେ ଯୋଷେଫଙ୍କୁ ଏକ ନୂତନ ଅଂଶଗ୍ରହଣକାରୀ ଭାବରେ ପରିଚୟ ପ୍ରଦାନ କରେ I (ଦେଖ: rc://*/ta/man/translate/writing-participants )

to the city of David which is called Bethlehem

“ଦାଉଦଙ୍କ ନଗର” ପଦଟି ବେଥଲିହିମର ନାମ ଥିଲା, ଯାହା କୁହେ ଯେ କାହିଁକି ବେଥଲିହିମ ମହତ୍ତ୍ଵପୂର୍ଣ୍ଣ ଥିଲା I ଯଦିଓ ଏହା ଏକ କ୍ଷୁଦ୍ର ସହର ଥିଲା, ରାଜା ଦାଉଦ ସେଠାରେ ଜନ୍ମଗ୍ରହଣ କରିଥିଲେ, ଏବଂ ଗୋଟିଏ ଭାବବାଣୀ ରହିଥିଲା ଯେ ମଶୀହ ସେଠାରେ ଜନ୍ମଗ୍ରହଣ କରିବେ I ବିକଳ୍ପ ଅନୁବାଦ: “ରାଜା ଦାଉଦଙ୍କ ନଗରୀ, ବେଥଲିହିମ ପ୍ରତି ” ବା “ଯେଉଁ ସହରରେ ରାଜା ଦାଉଦ ଜାତ ହୋଇଥିଲେ ସେହି ବେଥଲିହିମ ପ୍ରତି ” (ଦେଖ:rc://*/ta/man/translate/figs-explicit)

because he was of the house and family line of David

କାରଣ ଯୋଷେଫ ଦାଉଦଙ୍କ ଜଣେ ବଂଶଧର ଥିଲେ