or_tn/luk/02/03.md

12 lines
966 B
Markdown

# everyone went
ପ୍ରତ୍ୟେକ ବ୍ୟକ୍ତି ଆରମ୍ଭ କଲେ ବା “ପ୍ରତ୍ୟେକ ବ୍ୟକ୍ତି ଯାଉଥିଲେ ”
# his own city
ଏହା ଲୋକମାନଙ୍କ ପୂର୍ବପୁରୁଷମାନେ ଯେଉଁ ନଗରୀଗୁଡିକରେ ବାସ କରୁଥିଲେ, ତାହାକୁ ସୂଚାଏ I ଲୋକମାନେ ହୁଏତ ବିଭିନ୍ନ ନଗରରେ ବାସ କରିଥିଲେ I ବିକଳ୍ପ ଅନୁବାଦ: “ତାଙ୍କ ପୂର୍ବପୁରୁଷମାନେ ଯେଉଁ ନଗରରେ ବାସ କରୁଥିଲେ” (ଦେଖ: [[rc://*/ta/man/translate/figs-explicit]] )
# to be registered
ଯେପରି ସେମାନଙ୍କର ନାମ ଖାତାରେ ଲିଖିତ ହେବ ବା “ସରକାରୀ କାର୍ଯ୍ୟାଳୟର ଗଣନାରେ ଅନ୍ତର୍ଭୁକ୍ତ ହେବ ”