or_tn/luk/02/03.md

966 B

everyone went

ପ୍ରତ୍ୟେକ ବ୍ୟକ୍ତି ଆରମ୍ଭ କଲେ ବା “ପ୍ରତ୍ୟେକ ବ୍ୟକ୍ତି ଯାଉଥିଲେ ”

his own city

ଏହା ଲୋକମାନଙ୍କ ପୂର୍ବପୁରୁଷମାନେ ଯେଉଁ ନଗରୀଗୁଡିକରେ ବାସ କରୁଥିଲେ, ତାହାକୁ ସୂଚାଏ I ଲୋକମାନେ ହୁଏତ ବିଭିନ୍ନ ନଗରରେ ବାସ କରିଥିଲେ I ବିକଳ୍ପ ଅନୁବାଦ: “ତାଙ୍କ ପୂର୍ବପୁରୁଷମାନେ ଯେଉଁ ନଗରରେ ବାସ କରୁଥିଲେ” (ଦେଖ: rc://*/ta/man/translate/figs-explicit )

to be registered

ଯେପରି ସେମାନଙ୍କର ନାମ ଖାତାରେ ଲିଖିତ ହେବ ବା “ସରକାରୀ କାର୍ଯ୍ୟାଳୟର ଗଣନାରେ ଅନ୍ତର୍ଭୁକ୍ତ ହେବ ”