or_tn/luk/02/01.md

2.9 KiB

General Information:

ଏହା ଦର୍ଶାଇବା ପାଇଁ ପଟ୍ଟଭୂମି ପ୍ରଦାନ କରେ ଯେ, କାହିଁକି ମରିୟମ ଓ ଯୋଷେଫଙ୍କୁ ଯୀଶୁଙ୍କ ଜନ୍ମ ବେଳେ ଅନ୍ୟତ୍ର ଚାଲିଯିବାକୁ ପଡିଥିଲା I

Now

ଏହି ଶବ୍ଦ କାହାଣୀର ଏକ ନୂତନ ଭାଗର ଆରମ୍ଭକୁ ଚିହ୍ନିତ କରେ I (ଦେଖ: rc://*/ta/man/translate/writing-newevent )

it came about that

ଏହା ଏକ ବିବରଣର ଆରମ୍ଭ ଅଟେ ବୋଲି ଦର୍ଶାଇବା ପାଇଁ ଏହି ପଦ ବ୍ୟବହୃତ ହୋଇଛି I ଏକ ବିବରଣର ଆରମ୍ଭକୁ ଦର୍ଶାଇବା ପାଇଁ ଯଦି ତୁମ ନିଜ ଭାଷାରେ ଏକ ଶୈଳୀ ରହିଛି, ତୁମେ ହୁଏତ ତାହା ବ୍ୟବହାର କରିପାରିବ I କେତେକ ଅନୁବାଦ ଏହି ପଦକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ I

Caesar Augustus

ରାଜା ଅଗଷ୍ଟ ବା “ସମ୍ରାଟ୍ ଅଗଷ୍ଟ I” ଅଗଷ୍ଟ ରୋମୀୟ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଥିଲେ I (ଦେଖ:[[rc:///ta/man/translate/translate-names]] ଏବଂ [[rc:///ta/man/translate/writing-participants]] )

a decree went out

ଏହି ଆଜ୍ଞା ହୁଏତ ସମ୍ବାଦ ବାହକମାନଙ୍କ ଦ୍ୱାରା ସାମ୍ରାଜ୍ୟର ସର୍ବତ୍ର ବହନ କରା ଯାଇଥିଲା I ବିକଳ୍ପ ଅନୁବାଦ: ""ଏକ ଆଜ୍ଞା ଜାରି କରି ସମ୍ବାଦ ବାହକମାନଙ୍କୁ ପ୍ରେରଣ କଲେ” (ଦେଖ: rc://*/ta/man/translate/figs-idiom )

that a census be taken of all the people in the world

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେ ସେମାନେ ପୃଥିବୀରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ପଞ୍ଜିକୃତ କଲେ” କିମ୍ଵା “ ଯେ ସେମାନେ ପୃଥିବୀର ସମସ୍ତ ଲୋକମାନଙ୍କୁ ଗଣିଲେ ଏବଂ ସେମାନଙ୍କ ନାମଗୁଡ଼ିକ ଲେଖିଲେ” (ଦେଖ: rc://*/ta/man/translate/figs-activepassive )

the world

ଏହି ସ୍ଥାନରେ “ପୃଥିବୀ” ଶବ୍ଦ କାଇସର ଅଗଷ୍ଟ ରାଜତ୍ଵ କରୁଥିବା ପୃଥିବୀର ଅଂଶବିଶେଷକୁ ବୁଝାଏ I ବିକଳ୍ପ ଅନୁବାଦ: “ସାମ୍ରାଜ୍ୟ” ବା “ରୋମୀୟ ଜଗତ” (ଦେଖ: rc://*/ta/man/translate/figs-synecdoche )