# General Information: ଏହା ଦର୍ଶାଇବା ପାଇଁ ପଟ୍ଟଭୂମି ପ୍ରଦାନ କରେ ଯେ, କାହିଁକି ମରିୟମ ଓ ଯୋଷେଫଙ୍କୁ ଯୀଶୁଙ୍କ ଜନ୍ମ ବେଳେ ଅନ୍ୟତ୍ର ଚାଲିଯିବାକୁ ପଡିଥିଲା I # Now ଏହି ଶବ୍ଦ କାହାଣୀର ଏକ ନୂତନ ଭାଗର ଆରମ୍ଭକୁ ଚିହ୍ନିତ କରେ I (ଦେଖ: [[rc://*/ta/man/translate/writing-newevent]] ) # it came about that ଏହା ଏକ ବିବରଣର ଆରମ୍ଭ ଅଟେ ବୋଲି ଦର୍ଶାଇବା ପାଇଁ ଏହି ପଦ ବ୍ୟବହୃତ ହୋଇଛି I ଏକ ବିବରଣର ଆରମ୍ଭକୁ ଦର୍ଶାଇବା ପାଇଁ ଯଦି ତୁମ ନିଜ ଭାଷାରେ ଏକ ଶୈଳୀ ରହିଛି, ତୁମେ ହୁଏତ ତାହା ବ୍ୟବହାର କରିପାରିବ I କେତେକ ଅନୁବାଦ ଏହି ପଦକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ I # Caesar Augustus ରାଜା ଅଗଷ୍ଟ ବା “ସମ୍ରାଟ୍ ଅଗଷ୍ଟ I” ଅଗଷ୍ଟ ରୋମୀୟ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଥିଲେ I (ଦେଖ:[[rc://*/ta/man/translate/translate-names]] ଏବଂ [[rc://*/ta/man/translate/writing-participants]] ) # a decree went out ଏହି ଆଜ୍ଞା ହୁଏତ ସମ୍ବାଦ ବାହକମାନଙ୍କ ଦ୍ୱାରା ସାମ୍ରାଜ୍ୟର ସର୍ବତ୍ର ବହନ କରା ଯାଇଥିଲା I ବିକଳ୍ପ ଅନୁବାଦ: ""ଏକ ଆଜ୍ଞା ଜାରି କରି ସମ୍ବାଦ ବାହକମାନଙ୍କୁ ପ୍ରେରଣ କଲେ” (ଦେଖ: [[rc://*/ta/man/translate/figs-idiom]] ) # that a census be taken of all the people in the world ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେ ସେମାନେ ପୃଥିବୀରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ପଞ୍ଜିକୃତ କଲେ” କିମ୍ଵା “ ଯେ ସେମାନେ ପୃଥିବୀର ସମସ୍ତ ଲୋକମାନଙ୍କୁ ଗଣିଲେ ଏବଂ ସେମାନଙ୍କ ନାମଗୁଡ଼ିକ ଲେଖିଲେ” (ଦେଖ: [[rc://*/ta/man/translate/figs-activepassive]] ) # the world ଏହି ସ୍ଥାନରେ “ପୃଥିବୀ” ଶବ୍ଦ କାଇସର ଅଗଷ୍ଟ ରାଜତ୍ଵ କରୁଥିବା ପୃଥିବୀର ଅଂଶବିଶେଷକୁ ବୁଝାଏ I ବିକଳ୍ପ ଅନୁବାଦ: “ସାମ୍ରାଜ୍ୟ” ବା “ରୋମୀୟ ଜଗତ” (ଦେଖ: [[rc://*/ta/man/translate/figs-synecdoche]] )