or_tn/luk/01/67.md

1.2 KiB

Connecting Statement:

ଜିଖରିୟ କହନ୍ତି, ତାଙ୍କର ପୁତ୍ର ଯୋହନଙ୍କ ପ୍ରତି କ’ଣ ସବୁ ଘଟିବ I

his father Zechariah was filled with the Holy Spirit and prophesied

ଏହାକୁ ସକ୍ରିୟ ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କ ପିତା ଜିଖରିୟଙ୍କୁ ପବିତ୍ରଆତ୍ମା ପରିପୂର୍ଣ୍ଣ କଲେ, ଏବଂ ଜିଖରିୟ ଭାବବାଣୀ କଲେ” (ଦେଖ:rc://*/ta/man/translate/figs-activepassive )

his father

ଯୋହନଙ୍କ ପିତା

prophesied, saying

ସିଧାସଳଖ ଭାବରେ ରହିଥିବା ଉକ୍ତିଗୁଡିକୁ ତୁମର ନିଜ ଭାଷାରେ ପରିଚୟ ପ୍ରଦାନ କରିବା ନିମନ୍ତେ ସ୍ୱାଭାବିକ ଉପାୟଗୁଡିକ ବିଷୟରେ ବିଚାର କର I ବିକଳ୍ପ ଅନୁବାଦ: “ଭାବବାଣୀ କଲେ ଓ କହିଲେ” ବା “ଭାବବାଣୀ କଲେ ଓ ଏହା ସେ କହିଲେ” (ଦେଖ: rc://*/ta/man/translate/figs-quotations )