# Connecting Statement: ଜିଖରିୟ କହନ୍ତି, ତାଙ୍କର ପୁତ୍ର ଯୋହନଙ୍କ ପ୍ରତି କ’ଣ ସବୁ ଘଟିବ I # his father Zechariah was filled with the Holy Spirit and prophesied ଏହାକୁ ସକ୍ରିୟ ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କ ପିତା ଜିଖରିୟଙ୍କୁ ପବିତ୍ରଆତ୍ମା ପରିପୂର୍ଣ୍ଣ କଲେ, ଏବଂ ଜିଖରିୟ ଭାବବାଣୀ କଲେ” (ଦେଖ:[[rc://*/ta/man/translate/figs-activepassive]] ) # his father ଯୋହନଙ୍କ ପିତା # prophesied, saying ସିଧାସଳଖ ଭାବରେ ରହିଥିବା ଉକ୍ତିଗୁଡିକୁ ତୁମର ନିଜ ଭାଷାରେ ପରିଚୟ ପ୍ରଦାନ କରିବା ନିମନ୍ତେ ସ୍ୱାଭାବିକ ଉପାୟଗୁଡିକ ବିଷୟରେ ବିଚାର କର I ବିକଳ୍ପ ଅନୁବାଦ: “ଭାବବାଣୀ କଲେ ଓ କହିଲେ” ବା “ଭାବବାଣୀ କଲେ ଓ ଏହା ସେ କହିଲେ” (ଦେଖ: [[rc://*/ta/man/translate/figs-quotations]] )