or_tn/luk/01/64.md

855 B

his mouth was opened and his tongue was freed

ଏହି ଦୁଇଟି ପଦ ଶବ୍ଦ-ଚିତ୍ର ଅଟେ ଯାହା ଏକତ୍ର ମିଶି ଗୁରୁତ୍ଵ ଆରୋପ କରେ ଯେ ଜିଖରିୟ ହଠାତ୍ କଥା କହିବା ନିମନ୍ତେ ସମର୍ଥ ହେଲେ I (ଦେଖ:[[rc:///ta/man/translate/figs-idiom]] ଏବଂ [[rc:///ta/man/translate/figs-parallelism]])

his mouth was opened and his tongue was freed

ଏହି ପଦଗୁଡିକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: ଈଶ୍ୱର ତାଙ୍କର ମୁଖ ଫିଟାଇ ଦେଲେ ଓ ତାଙ୍କ ଜିହ୍ୱା ଉନ୍ମୁକ୍ତ କଲେ I (ଦେଖ:rc://*/ta/man/translate/figs-activepassive)