or_tn/luk/01/64.md

8 lines
855 B
Markdown
Raw Permalink Normal View History

2020-11-19 00:15:53 +00:00
# his mouth was opened and his tongue was freed
ଏହି ଦୁଇଟି ପଦ ଶବ୍ଦ-ଚିତ୍ର ଅଟେ ଯାହା ଏକତ୍ର ମିଶି ଗୁରୁତ୍ଵ ଆରୋପ କରେ ଯେ ଜିଖରିୟ ହଠାତ୍ କଥା କହିବା ନିମନ୍ତେ ସମର୍ଥ ହେଲେ I (ଦେଖ:[[rc://*/ta/man/translate/figs-idiom]] ଏବଂ [[rc://*/ta/man/translate/figs-parallelism]])
# his mouth was opened and his tongue was freed
ଏହି ପଦଗୁଡିକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: ଈଶ୍ୱର ତାଙ୍କର ମୁଖ ଫିଟାଇ ଦେଲେ ଓ ତାଙ୍କ ଜିହ୍ୱା ଉନ୍ମୁକ୍ତ କଲେ I (ଦେଖ:[[rc://*/ta/man/translate/figs-activepassive]])