or_tn/luk/01/51.md

1.2 KiB

He has done mighty deeds with his arm

ଏହି ଅଂଶରେ “ତାହାଙ୍କ ବାହୁ” ଏକ ଲକ୍ଷଣସୂଚକ ଶବ୍ଦ ଅଟେ ଯାହା ଈଶ୍ୱରଙ୍କ ପରାକ୍ରମକୁ ସୂଚାଏ I ବିକଳ୍ପ ଅନୁବାଦ: “ଏହା ଦର୍ଶାଏ ଯେ ସେ ଅତିଶୟ ପରାକ୍ରାନ୍ତ ଅଟନ୍ତି” (ଦେଖ: rc://*/ta/man/translate/figs-metonymy)

has scattered ... their hearts

ସେମାନଙ୍କ ହୃଦୟଗୁଡିକୁ ଏଣେତେଣେ ବିଭିନ୍ନ ଦିଗରେ ଯିବା ନିମନ୍ତେ... ଦେଇଛନ୍ତି

those who were proud in the thoughts of their hearts

ଏଠାରେ “ହୃଦୟଗୁଡିକ” ଲୋକମାନଙ୍କ ଅନ୍ତରସ୍ଥ ବ୍ୟକ୍ତିତ୍ଵ ନିମନ୍ତେ ଲକ୍ଷଣସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଯେଉଁମାନେ ଆପଣାମାନଙ୍କ ଭାବନା ଅନୁସାରେ ଗର୍ବୀ ଥିଲେ” ବା ""ଯେଉଁମାନେ ଗର୍ବୀ ଥିଲେ” (ଦେଖ: rc://*/ta/man/translate/figs-idiom )