# He has done mighty deeds with his arm ଏହି ଅଂଶରେ “ତାହାଙ୍କ ବାହୁ” ଏକ ଲକ୍ଷଣସୂଚକ ଶବ୍ଦ ଅଟେ ଯାହା ଈଶ୍ୱରଙ୍କ ପରାକ୍ରମକୁ ସୂଚାଏ I ବିକଳ୍ପ ଅନୁବାଦ: “ଏହା ଦର୍ଶାଏ ଯେ ସେ ଅତିଶୟ ପରାକ୍ରାନ୍ତ ଅଟନ୍ତି” (ଦେଖ: [[rc://*/ta/man/translate/figs-metonymy]]) # has scattered ... their hearts ସେମାନଙ୍କ ହୃଦୟଗୁଡିକୁ ଏଣେତେଣେ ବିଭିନ୍ନ ଦିଗରେ ଯିବା ନିମନ୍ତେ... ଦେଇଛନ୍ତି # those who were proud in the thoughts of their hearts ଏଠାରେ “ହୃଦୟଗୁଡିକ” ଲୋକମାନଙ୍କ ଅନ୍ତରସ୍ଥ ବ୍ୟକ୍ତିତ୍ଵ ନିମନ୍ତେ ଲକ୍ଷଣସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଯେଉଁମାନେ ଆପଣାମାନଙ୍କ ଭାବନା ଅନୁସାରେ ଗର୍ବୀ ଥିଲେ” ବା ""ଯେଉଁମାନେ ଗର୍ବୀ ଥିଲେ” (ଦେଖ: [[rc://*/ta/man/translate/figs-idiom]] )