or_tn/luk/01/45.md

2.2 KiB

Blessed is she who believed ... that were told her from the Lord

ଏଲିଶାବେଥ ମରିୟମଙ୍କ ବିଷୟରେ ମରିୟମଙ୍କୁ କଥା କହୁଛନ୍ତି I ବିକଳ୍ପ ଅନୁବାଦ: “ଯେ ବିଶ୍ୱାସ କରେ ସେ ଧନ୍ୟ...ସେହି ସବୁ ବିଷୟ ତୁମ୍ଭଙ୍କୁ ସଦାପ୍ରଭୁଙ୍କଠାରୁ କୁହାଗଲା” (ଦେଖ: [[rc:///ta/man/translate/figs-123person]] ଏବଂ [[rc:///ta/man/translate/figs-activepassive]])

Blessed is she who believed

ସୁପ୍ତ କ୍ରିୟାପଦକୁ ସକ୍ରିୟ ପଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ବିଶ୍ୱାସ କରିଥିବା ହେତୁ ଈଶ୍ୱର ତାହାଙ୍କୁ ଆଶୀର୍ବାଦ କରିବେ” (ଦେଖ: rc://*/ta/man/translate/figs-activepassive)

there would be a fulfillment of the things that were spoken

ବିଷୟଗୁଡିକ ପ୍ରକୃତରେ ଘଟିବ ବା “ବିଷୟଗୁଡିକ ସତ୍ୟରେ ପରିଣତ ହେବ”

the things that were spoken her from the Lord

“ଦ୍ୱାରା” ପରିବର୍ତ୍ତେ “ଠାରୁ” ଶବ୍ଦର ବ୍ୟବହାର ହୋଇଛି, କାରଣ ମରିୟମ ପ୍ରକୃତରେ ଗାବ୍ରିଏଲ ଦୂତଙ୍କଠାରୁ ହିଁ ଏହା କହିଥିବା ଶୁଣିଥିଲେ (ଦେଖ [ଲୂକ 1:26] (../01/26. ମଝି)), କିନ୍ତୁ ପରିଶେଷରେ ସମ୍ବାଦଟି (“ବିଷୟଗୁଡିକ” ) ସଦାପ୍ରଭୁଙ୍କଠାରୁ ଆସିଲା I ଏହାକୁ ସକ୍ରିୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଶୁଣିଥିବା ସମ୍ବାଦଟି ସଦାପ୍ରଭୁଙ୍କଠାରୁ ଆଗତ ଅଟେ” ବା “ଦୂତ ତାହାଙ୍କୁ ସଦାପ୍ରଭୁଙ୍କ ସମ୍ବାଦ ଜଣାଇଲେ” (ଦେଖ: [[rc:///ta/man/translate/figs-activepassive]] ଏବଂ [[rc:///ta/man/translate/figs-explicit]])