# Blessed is she who believed ... that were told her from the Lord ଏଲିଶାବେଥ ମରିୟମଙ୍କ ବିଷୟରେ ମରିୟମଙ୍କୁ କଥା କହୁଛନ୍ତି I ବିକଳ୍ପ ଅନୁବାଦ: “ଯେ ବିଶ୍ୱାସ କରେ ସେ ଧନ୍ୟ...ସେହି ସବୁ ବିଷୟ ତୁମ୍ଭଙ୍କୁ ସଦାପ୍ରଭୁଙ୍କଠାରୁ କୁହାଗଲା” (ଦେଖ: [[rc://*/ta/man/translate/figs-123person]] ଏବଂ [[rc://*/ta/man/translate/figs-activepassive]]) # Blessed is she who believed ସୁପ୍ତ କ୍ରିୟାପଦକୁ ସକ୍ରିୟ ପଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ବିଶ୍ୱାସ କରିଥିବା ହେତୁ ଈଶ୍ୱର ତାହାଙ୍କୁ ଆଶୀର୍ବାଦ କରିବେ” (ଦେଖ: [[rc://*/ta/man/translate/figs-activepassive]]) # there would be a fulfillment of the things that were spoken ବିଷୟଗୁଡିକ ପ୍ରକୃତରେ ଘଟିବ ବା “ବିଷୟଗୁଡିକ ସତ୍ୟରେ ପରିଣତ ହେବ” # the things that were spoken her from the Lord “ଦ୍ୱାରା” ପରିବର୍ତ୍ତେ “ଠାରୁ” ଶବ୍ଦର ବ୍ୟବହାର ହୋଇଛି, କାରଣ ମରିୟମ ପ୍ରକୃତରେ ଗାବ୍ରିଏଲ ଦୂତଙ୍କଠାରୁ ହିଁ ଏହା କହିଥିବା ଶୁଣିଥିଲେ (ଦେଖ [ଲୂକ 1:26] (../01/26. ମଝି)), କିନ୍ତୁ ପରିଶେଷରେ ସମ୍ବାଦଟି (“ବିଷୟଗୁଡିକ” ) ସଦାପ୍ରଭୁଙ୍କଠାରୁ ଆସିଲା I ଏହାକୁ ସକ୍ରିୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଶୁଣିଥିବା ସମ୍ବାଦଟି ସଦାପ୍ରଭୁଙ୍କଠାରୁ ଆଗତ ଅଟେ” ବା “ଦୂତ ତାହାଙ୍କୁ ସଦାପ୍ରଭୁଙ୍କ ସମ୍ବାଦ ଜଣାଇଲେ” (ଦେଖ: [[rc://*/ta/man/translate/figs-activepassive]] ଏବଂ [[rc://*/ta/man/translate/figs-explicit]])