or_tn/luk/01/27.md

12 lines
970 B
Markdown

# a virgin engaged to a man whose name was Joseph
ମରିୟମଙ୍କର ପିତାମାତା ରାଜି ହୋଇଥିଲେ ଯେ ମରିୟମ ଯୋଷେଫଙ୍କୁ ବିବାହ କରିବେ I ଯଦିଓ ସେମାନଙ୍କ ଶାରୀରିକ ସମ୍ବନ୍ଧ ହୋଇ ନ ଥିଲା, ଯୋଷେଫ ହୁଏତ ତାଙ୍କୁ ନିଜର ପତ୍ନୀ ଭାବରେ ଭାବିଥିବେ ଓ ସେହିପରି କଥାବାର୍ତ୍ତା କରିଥିବେ I
# of the house of David
ସେ ଦାଉଦଙ୍କ ବଂଶର ଜଣେ ଥିଲେ ବା “ ସେ ରାଜା ଦାଉଦଙ୍କ ଜଣେ ବଂଶଧର ଥିଲେ”
# the name of the virgin was Mary
ଏହା କାହାଣୀରେ ମରିୟମଙ୍କୁ ଏକ ନୂତନ ଚରିତ୍ର ଭାବରେ ପରିଚିତ କରେ I (ଦେଖ: [[rc://*/ta/man/translate/writing-participants]] )