or_tn/luk/01/27.md

970 B

a virgin engaged to a man whose name was Joseph

ମରିୟମଙ୍କର ପିତାମାତା ରାଜି ହୋଇଥିଲେ ଯେ ମରିୟମ ଯୋଷେଫଙ୍କୁ ବିବାହ କରିବେ I ଯଦିଓ ସେମାନଙ୍କ ଶାରୀରିକ ସମ୍ବନ୍ଧ ହୋଇ ନ ଥିଲା, ଯୋଷେଫ ହୁଏତ ତାଙ୍କୁ ନିଜର ପତ୍ନୀ ଭାବରେ ଭାବିଥିବେ ଓ ସେହିପରି କଥାବାର୍ତ୍ତା କରିଥିବେ I

of the house of David

ସେ ଦାଉଦଙ୍କ ବଂଶର ଜଣେ ଥିଲେ ବା “ ସେ ରାଜା ଦାଉଦଙ୍କ ଜଣେ ବଂଶଧର ଥିଲେ”

the name of the virgin was Mary

ଏହା କାହାଣୀରେ ମରିୟମଙ୍କୁ ଏକ ନୂତନ ଚରିତ୍ର ଭାବରେ ପରିଚିତ କରେ I (ଦେଖ: rc://*/ta/man/translate/writing-participants )