or_tn/luk/01/25.md

1.2 KiB

This is what the Lord has done for me

ଏହି ପଦ ସେହି ବାସ୍ତବତାକୁ ଉଲ୍ଲେଖ କରେ ଯେ ପ୍ରଭୁ ତାଙ୍କୁ ଗର୍ଭବତୀ ହେବା ନିମନ୍ତେ ଅନୁମତି ଦେଇଛନ୍ତି I

This is what

ଏହା ଏକ ଆସ୍ତିସୂଚକ ଭାବୋକ୍ତି I ପ୍ରଭୁ ତାଙ୍କ ନିମନ୍ତେ ଯାହା କରିଛନ୍ତି ସେଥିରେ ସେ ଅତିଶୟ ଖୁସି ଅଟନ୍ତି I

looked upon me with favor

ଏଠାରେ ଦେଖିବା ଏକ ରୁଢ଼ି ଯାହାର ଅର୍ଥ “ଏପରି ବ୍ୟବହାର କରିବା” ବା “ଏପରି ଭାବରେ ପଦକ୍ଷେପ ନେବା I” ବିକଳ୍ପ ଅନୁବାଦ: “ ମୋ’ ପ୍ରତି କୃପା କରିଛନ୍ତି” ବା “ଦୟା କରିଛନ୍ତି” (ଦେଖ: rc://*/ta/man/translate/figs-idiom)

my disgrace

ଏହା ତାଙ୍କର ଲଜ୍ଜା ଅନୁଭଵ କରିବା ବିଷୟକୁ ବୁଝାଏ ଯେତେବେଳେ ସେ ସନ୍ତାନ ଲାଭ କରିପାରୁ ନ ଥିଲେ I