16 lines
1.2 KiB
Markdown
16 lines
1.2 KiB
Markdown
|
# This is what the Lord has done for me
|
||
|
|
||
|
ଏହି ପଦ ସେହି ବାସ୍ତବତାକୁ ଉଲ୍ଲେଖ କରେ ଯେ ପ୍ରଭୁ ତାଙ୍କୁ ଗର୍ଭବତୀ ହେବା ନିମନ୍ତେ ଅନୁମତି ଦେଇଛନ୍ତି I
|
||
|
|
||
|
# This is what
|
||
|
|
||
|
ଏହା ଏକ ଆସ୍ତିସୂଚକ ଭାବୋକ୍ତି I ପ୍ରଭୁ ତାଙ୍କ ନିମନ୍ତେ ଯାହା କରିଛନ୍ତି ସେଥିରେ ସେ ଅତିଶୟ ଖୁସି ଅଟନ୍ତି I
|
||
|
|
||
|
# looked upon me with favor
|
||
|
|
||
|
ଏଠାରେ ଦେଖିବା ଏକ ରୁଢ଼ି ଯାହାର ଅର୍ଥ “ଏପରି ବ୍ୟବହାର କରିବା” ବା “ଏପରି ଭାବରେ ପଦକ୍ଷେପ ନେବା I” ବିକଳ୍ପ ଅନୁବାଦ: “ ମୋ’ ପ୍ରତି କୃପା କରିଛନ୍ତି” ବା “ଦୟା କରିଛନ୍ତି” (ଦେଖ: [[rc://*/ta/man/translate/figs-idiom]])
|
||
|
|
||
|
# my disgrace
|
||
|
|
||
|
ଏହା ତାଙ୍କର ଲଜ୍ଜା ଅନୁଭଵ କରିବା ବିଷୟକୁ ବୁଝାଏ ଯେତେବେଳେ ସେ ସନ୍ତାନ ଲାଭ କରିପାରୁ ନ ଥିଲେ I
|