or_tn/luk/01/14.md

620 B

There will be joy and gladness to you

“ଆନନ୍ଦ” ବା “ଆନନ୍ଦିତ” ଶବ୍ଦଗୁଡିକର ଅର୍ଥ ସମାନ ଅଟେ ଏବଂ କେଡେ ମହାନନ୍ଦ ହେବ, ତାହା ଉପରେ ଗୁରୁତ୍ଵ ଦେବା ନିମନ୍ତେ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ : “ତୁମର ମହାନନ୍ଦ ହେବ” ବା ତୁମେ ଅତିଶୟ ଆନନ୍ଦିତ ହେବ” (ଦେଖ: rc://*/ta/man/translate/figs-doublet )

at his birth

ତାହାର ଜନ୍ମ ହେତୁ