or_tn/luk/01/14.md

8 lines
620 B
Markdown
Raw Permalink Normal View History

2020-11-19 00:15:53 +00:00
# There will be joy and gladness to you
“ଆନନ୍ଦ” ବା “ଆନନ୍ଦିତ” ଶବ୍ଦଗୁଡିକର ଅର୍ଥ ସମାନ ଅଟେ ଏବଂ କେଡେ ମହାନନ୍ଦ ହେବ, ତାହା ଉପରେ ଗୁରୁତ୍ଵ ଦେବା ନିମନ୍ତେ ବ୍ୟବହୃତ ହୋଇଛି I ବିକଳ୍ପ ଅନୁବାଦ : “ତୁମର ମହାନନ୍ଦ ହେବ” ବା ତୁମେ ଅତିଶୟ ଆନନ୍ଦିତ ହେବ” (ଦେଖ: [[rc://*/ta/man/translate/figs-doublet]] )
# at his birth
ତାହାର ଜନ୍ମ ହେତୁ