12 lines
1.1 KiB
Markdown
12 lines
1.1 KiB
Markdown
# Zechariah was troubled ... fear fell on him
|
|
|
|
ଏହି ଦୁଇଟି ବାକ୍ୟାଂଶ ସମାନ ଅର୍ଥକୁ ବୁଝାଏ, ଏବଂ ଜିଖରିୟ ଯେ କେତେଦୂର ଭୟଗ୍ରସ୍ତ ଥିଲେ ତହିଁ ପ୍ରତି ଗୁରୁତ୍ୱ ଆରୋପ କରେ I
|
|
|
|
# When Zechariah saw him
|
|
|
|
ଯେତେବେଳେ ଜିଖରିୟ ଦୂତଙ୍କୁ ଦେଖିଲେ I ଜିଖରିୟ ଭୟଭୀତ ହେଲେ କାରଣ ଦୂତଙ୍କ ପ୍ରକାଶିତ ହେବା ବିଷୟ ଭୟଜନକ ଥିଲା I ସେ କୌଣସି ମନ୍ଦ କାର୍ଯ୍ୟ କରି ନ ଥିଲେ, ତେଣୁ ଦୂତ ତାଙ୍କୁ ଦଣ୍ଡ ଦେବେ ବୋଲି ସେ ଭୟଭୀତ ହୋଇ ନ ଥିଲେ I
|
|
|
|
# fear fell on him
|
|
|
|
ଏଠାରେ ଭୟକୁ ଏପରି ବର୍ଣ୍ଣନା କରାଯାଇଛି ସତେ ଯେପରି କିଛି ଗୋଟିଏ ବିଷୟ ଜିଖରିୟଙ୍କୁ ଆକ୍ରମଣ କଲା ବା କବଳିତ କଲା I (ଦେଖ [[rc://*/ta/man/translate/figs-metaphor]])
|