or_tn/luk/01/12.md

1.1 KiB

Zechariah was troubled ... fear fell on him

ଏହି ଦୁଇଟି ବାକ୍ୟାଂଶ ସମାନ ଅର୍ଥକୁ ବୁଝାଏ, ଏବଂ ଜିଖରିୟ ଯେ କେତେଦୂର ଭୟଗ୍ରସ୍ତ ଥିଲେ ତହିଁ ପ୍ରତି ଗୁରୁତ୍ୱ ଆରୋପ କରେ I

When Zechariah saw him

ଯେତେବେଳେ ଜିଖରିୟ ଦୂତଙ୍କୁ ଦେଖିଲେ I ଜିଖରିୟ ଭୟଭୀତ ହେଲେ କାରଣ ଦୂତଙ୍କ ପ୍ରକାଶିତ ହେବା ବିଷୟ ଭୟଜନକ ଥିଲା I ସେ କୌଣସି ମନ୍ଦ କାର୍ଯ୍ୟ କରି ନ ଥିଲେ, ତେଣୁ ଦୂତ ତାଙ୍କୁ ଦଣ୍ଡ ଦେବେ ବୋଲି ସେ ଭୟଭୀତ ହୋଇ ନ ଥିଲେ I

fear fell on him

ଏଠାରେ ଭୟକୁ ଏପରି ବର୍ଣ୍ଣନା କରାଯାଇଛି ସତେ ଯେପରି କିଛି ଗୋଟିଏ ବିଷୟ ଜିଖରିୟଙ୍କୁ ଆକ୍ରମଣ କଲା ବା କବଳିତ କଲା I (ଦେଖ rc://*/ta/man/translate/figs-metaphor)