or_tn/luk/01/09.md

1.6 KiB

According to the custom of the priesthood ... to burn incense

ଏହି ବାକ୍ୟ ଯାଜକୀୟ କର୍ତ୍ତବ୍ୟକର୍ମ ସମ୍ପର୍କରେ ଆମକୁ ତଥ୍ୟ ପ୍ରଦାନ କରେ I (ଦେଖ: rc://*/ta/man/translate/writing-background)

the custom

ପାରମ୍ପରିକ ପ୍ରଥା ବା “ସେମାନଙ୍କର ଚିରାଚରିତ ଉପାୟ

he was chosen by lot

ଗୁଳିବାଣ୍ଟ ଏକ ଚିହ୍ନିତ ପ୍ରସ୍ତର ଅଟେ ଯାହା ଭୂଇଁରେ ଗଡାଇ ବା ପକାଇ ଦିଆଯାଉଥିଲା ଯେପରି ତାହା ସେମାନଙ୍କୁ କୌଣସି ସିଦ୍ଧାନ୍ତ ନେବାରେ ସାହାଯ୍ୟ କରିବ I ଯାଜକମାନେ ବିଶ୍ୱାସ କରୁଥିଲେ ଯେ କେଉଁ ଯାଜକଙ୍କୁ ସେମାନେ ମନୋନୀତ କରନ୍ତୁ ବୋଲି ସେ ଚାହୁଁଥିଲେ ତାହା ସ୍ଥିର କରିବା ନିମନ୍ତେ ଈଶ୍ୱର ଗୁଳିବାଣ୍ଟ ଦ୍ବାରା ସେମାନଙ୍କୁ କଢାଇ ନେଉଥିଲେ I

to burn incense

ମନ୍ଦିର ଭିତରେ ପ୍ରତି ପ୍ରଭାତରେ ଓ ସନ୍ଧ୍ୟା ବେଳେ ଏକ ବିଶେଷ ବେଦି ନିକଟରେ ଯାଜକମାନଙ୍କୁ ଈଶ୍ୱରଙ୍କ ନିକଟରେ ନୈବେଦ୍ୟ ଭାବରେ ସୁଗନ୍ଧି ଧୂପ ଜାଳିବାକୁ ପଡୁଥିଲା I