or_tn/luk/01/09.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# According to the custom of the priesthood ... to burn incense
ଏହି ବାକ୍ୟ ଯାଜକୀୟ କର୍ତ୍ତବ୍ୟକର୍ମ ସମ୍ପର୍କରେ ଆମକୁ ତଥ୍ୟ ପ୍ରଦାନ କରେ I (ଦେଖ: [[rc://*/ta/man/translate/writing-background]])
# the custom
ପାରମ୍ପରିକ ପ୍ରଥା ବା “ସେମାନଙ୍କର ଚିରାଚରିତ ଉପାୟ
# he was chosen by lot
ଗୁଳିବାଣ୍ଟ ଏକ ଚିହ୍ନିତ ପ୍ରସ୍ତର ଅଟେ ଯାହା ଭୂଇଁରେ ଗଡାଇ ବା ପକାଇ ଦିଆଯାଉଥିଲା ଯେପରି ତାହା ସେମାନଙ୍କୁ କୌଣସି ସିଦ୍ଧାନ୍ତ ନେବାରେ ସାହାଯ୍ୟ କରିବ I ଯାଜକମାନେ ବିଶ୍ୱାସ କରୁଥିଲେ ଯେ କେଉଁ ଯାଜକଙ୍କୁ ସେମାନେ ମନୋନୀତ କରନ୍ତୁ ବୋଲି ସେ ଚାହୁଁଥିଲେ ତାହା ସ୍ଥିର କରିବା ନିମନ୍ତେ ଈଶ୍ୱର ଗୁଳିବାଣ୍ଟ ଦ୍ବାରା ସେମାନଙ୍କୁ କଢାଇ ନେଉଥିଲେ I
# to burn incense
ମନ୍ଦିର ଭିତରେ ପ୍ରତି ପ୍ରଭାତରେ ଓ ସନ୍ଧ୍ୟା ବେଳେ ଏକ ବିଶେଷ ବେଦି ନିକଟରେ ଯାଜକମାନଙ୍କୁ ଈଶ୍ୱରଙ୍କ ନିକଟରେ ନୈବେଦ୍ୟ ଭାବରେ ସୁଗନ୍ଧି ଧୂପ ଜାଳିବାକୁ ପଡୁଥିଲା I