or_tn/jud/01/07.md

830 B

the cities around them

ଏଠାରେ “ନଗରସମୁହ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ବାସ କରୁଥିଲେ I (ଦେଖ: rc://*/ta/man/translate/figs-metonymy)

also indulged themselves

ସଦୋମ ଓ ଗମୋରାର କାମୁକତା ପାପସବୁ ଦୂତମାନଙ୍କ ମନ୍ଦ ମାର୍ଗ ସଦୃଶ ସମାନ ପ୍ରକାର ବିଦ୍ରୋହର ପରିଣାମ ଥିଲେ I

as examples of those who suffer the punishment

ସଦୋମ ଓ ଗମୋରାର ଲୋକମାନଙ୍କ ବିନାଶ ଦୁର୍ଭାଗ୍ୟର ଏକ ଦୃଷ୍ଟାନ୍ତ ହେଲା ଯେଉଁମାନେ ଈଶ୍ବରଙ୍କୁ ଅଗ୍ରାହ୍ୟ କଲେ I