# the cities around them ଏଠାରେ “ନଗରସମୁହ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ବାସ କରୁଥିଲେ I (ଦେଖ: [[rc://*/ta/man/translate/figs-metonymy]]) # also indulged themselves ସଦୋମ ଓ ଗମୋରାର କାମୁକତା ପାପସବୁ ଦୂତମାନଙ୍କ ମନ୍ଦ ମାର୍ଗ ସଦୃଶ ସମାନ ପ୍ରକାର ବିଦ୍ରୋହର ପରିଣାମ ଥିଲେ I # as examples of those who suffer the punishment ସଦୋମ ଓ ଗମୋରାର ଲୋକମାନଙ୍କ ବିନାଶ ଦୁର୍ଭାଗ୍ୟର ଏକ ଦୃଷ୍ଟାନ୍ତ ହେଲା ଯେଉଁମାନେ ଈଶ୍ବରଙ୍କୁ ଅଗ୍ରାହ୍ୟ କଲେ I