12 lines
1.3 KiB
Markdown
12 lines
1.3 KiB
Markdown
# If each one were written down
|
|
|
|
ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି କେହି ସେ ସମସ୍ତ ବିଷୟ ଉଲ୍ଲେଖ କରେ” (ଦେଖ: [[rc://*/ta/man/translate/figs-activepassive]])
|
|
|
|
# even the world itself could not contain the books
|
|
|
|
ଗୁରୁତ୍ବ ଦେବା ନିମନ୍ତେ ଯୋହନ ଅତିରଞ୍ଜିତ କରି କହୁଛନ୍ତି ଯେ ଯେଉଁସବୁ ବିଷୟରେ ଲୋକମାନେ ଅନେକ ପୁସ୍ତକ ଲେଖି ପାରିବେ, ଯୀଶୁ ତା’ଠାରୁ ମଧ୍ୟ ଅଧିକ ଏପରି ଅନେକ ଆଶ୍ଚର୍ଯ୍ୟକର୍ମ କରିଥିଲେ, I (ଦେଖ: [[rc://*/ta/man/translate/figs-hyperbole]])
|
|
|
|
# the books that would be written
|
|
|
|
ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଯାହା କରିଥିଲେ, ସେ ବିଷୟରେ ଲୋକମାନେ ଅନେକ ପୁସ୍ତକ ଲେଖି ପାରିବେ” (ଦେଖ: [[rc://*/ta/man/translate/figs-activepassive]])
|