or_tn/jhn/21/25.md

1.3 KiB

If each one were written down

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି କେହି ସେ ସମସ୍ତ ବିଷୟ ଉଲ୍ଲେଖ କରେ” (ଦେଖ: rc://*/ta/man/translate/figs-activepassive)

even the world itself could not contain the books

ଗୁରୁତ୍ବ ଦେବା ନିମନ୍ତେ ଯୋହନ ଅତିରଞ୍ଜିତ କରି କହୁଛନ୍ତି ଯେ ଯେଉଁସବୁ ବିଷୟରେ ଲୋକମାନେ ଅନେକ ପୁସ୍ତକ ଲେଖି ପାରିବେ, ଯୀଶୁ ତା’ଠାରୁ ମଧ୍ୟ ଅଧିକ ଏପରି ଅନେକ ଆଶ୍ଚର୍ଯ୍ୟକର୍ମ କରିଥିଲେ, I (ଦେଖ: rc://*/ta/man/translate/figs-hyperbole)

the books that would be written

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଯାହା କରିଥିଲେ, ସେ ବିଷୟରେ ଲୋକମାନେ ଅନେକ ପୁସ୍ତକ ଲେଖି ପାରିବେ” (ଦେଖ: rc://*/ta/man/translate/figs-activepassive)